ପତ୍ନୀ ହତ୍ୟାକାରୀ ଭାରତୀୟ ବଂଶୋଦ୍ଭବଙ୍କୁ ୨୦ ବର୍ଷ ଜେଲ୍‌

Advertisment
ପତ୍ନୀ ହତ୍ୟାକାରୀ ଭାରତୀୟ ବଂଶୋଦ୍ଭବଙ୍କୁ ୨୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମେରିକାରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ନୀତିନ ପି ସିଂହଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ସୂଚନାଯୋଗ୍ୟ, ୨୦୧୬ ମସିହାରେ ପତ୍ନୀ ସୀମାଙ୍କର ପରକୀୟା ସମ୍ପର୍କ ଥିବା ଜାଣିବା ପରେ ତାଙ୍କୁ ନୀତିନ ଏ ବିଷୟରେ ପଚାରିଥିଲେ। ମାତ୍ର ସେ ତାଙ୍କ ପିଲାମାନଙ୍କୁ ନେଇ ଅନ୍ୟତ୍ର ଚାଲିଯିବାକୁ ସୀମା କୁଆଡ଼େ ନୀତିନଙ୍କୁ କହିଥିଲେ। ଏଥିରେ ନୀତିନ କ୍ରୋଧିତ ହୋଇ ସୀମାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ସୀମାଙ୍କର ମୃତ୍ୟୁ ହୋଇଥିଲା ବୋଲି ନୀତିନ ଅଦାଲତରେ ସ୍ୱୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe