Advertisment

କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ, ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ

Advertisment

ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ରହିଛି।  ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅଭିଷେକ ଲୋଧା ।

ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ରହିଛି।  ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅଭିଷେକ ଲୋଧା ।

kota

କୋଟା: ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ରହିଛି।  ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅଭିଷେକ ଲୋଧା । ଛାତ୍ରଙ୍କ  ଘର ମଧ୍ୟପ୍ର‌ଦେଶର ଗୁନାରେ ।  ସେ ଜେଇଇ ପାଇଁ ପ୍ରସ୍ତୁତ ହେବାକୁ ୨୦୨୪ ମସିହା  ମେ ମାସରେ କୋଟା ଯାଇଥିଲେ । 

ମୃତ୍ୟୁ ଘଟଣା ପରେ ଏବେ ତାଙ୍କ ରୁମରୁ  ପୁଲିସ ମୃତଦେହ ଉଦ୍ଧାର କରିଛି । ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା  ଆଉ ଜଣେ ଛାତ୍ର ଦିନକ ପୂର୍ବରୁ ତାଙ୍କ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିଲେ । ଛାତ୍ର ଜଣକ ୨ ବର୍ଷ ପୂର୍ବେ ହରିଆଣାରୁ କୋଟାକୁ ଆସିଥିଲେ ଏବଂ କୋଟାର ରାଜୀବ ଗାନ୍ଧୀ ନଗର ଅଞ୍ଚଳରେ ଏକ ‌ହଷ୍ଟେଲ୍‌ରେ ରହୁଥିଲେ । ଗତବର୍ଷ  କୋଟାରେ ୨୩ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେବଳ ୨୦ ଜଣ କୋଟା ସହରର ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe