ଜଳବାୟୁ ପରିବର୍ତ୍ତନ, ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Advertisment
ନିଖୋଜ ଯୁବକର ଗଳିତ ମୃତଦେହ ୩ ଦିନ ପରେ ବୁଢ଼ାବଳଙ୍ଗ ନଦୀରୁ ଉଦ୍ଧାର

urdupoint.com

ନୂଆଦିଲ୍ଲୀ: ଅତ୍ୟଧିକ ଖରାପ ପାଗ ଯୋଗୁଁ ବର୍ଷକ ମଧ୍ୟରେ ଦେଶରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଝଡ଼ବାତ୍ୟା, ବନ୍ୟା, ଭୂସ୍ଖଳନ ଏବଂ ବାଦଲଫଟା ବର୍ଷା ଯୋଗୁଁ ୨୪୦୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପରିବେଶ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରି‌ୟୋ କହିଛନ୍ତି। ବିଶ୍ବ ତାପାୟନ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ହୋଇଥାଇପାରେ ବୋଲି ସେ କହିଛନ୍ତି। ସେହିପରି ୧୯୮୦ରୁ ୨୦୦୦ ମଧ୍ୟରେ ଭାରତରେ ୪୩୧ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି ଏବଂ ଏଥିଯୋଗୁଁ ବହୁ ଧନଜୀବନ ନଷ୍ଟ ହୋଇଛି ବୋଲି ବାବୁଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe