ଏହିଦିନ ପଡ଼ିବ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ

Advertisment

୨୦୨୫ ମସିହାର ପ୍ରଥମ ସୂର୍ଯ୍ୟୋପରାଗ ଚୈତ୍ର ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଅର୍ଥାତ ମାର୍ଚ୍ଚ ୨୯ ତାରିଖରେ ସଙ୍ଗଠିତ ହେବ। ଏହି ସୂର୍ଯ୍ୟୋପରାଗ ଦ୍ବିପହର ୦୨.୨୦ ମିନିଟରୁ ଆରମ୍ଭ ହୋଇ ୦୬.୦୬ ମିନିଟରେ ଶେଷ ହେବ।

୨୦୨୫ ମସିହାର ପ୍ରଥମ ସୂର୍ଯ୍ୟୋପରାଗ ଚୈତ୍ର ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଅର୍ଥାତ ମାର୍ଚ୍ଚ ୨୯ ତାରିଖରେ ସଙ୍ଗଠିତ ହେବ। ଏହି ସୂର୍ଯ୍ୟୋପରାଗ ଦ୍ବିପହର ୦୨.୨୦ ମିନିଟରୁ ଆରମ୍ଭ ହୋଇ ୦୬.୦୬ ମିନିଟରେ ଶେଷ ହେବ।

୮୦୯୮୦

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସିଯାଇଥାଏ ସେତେବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ପଡ଼ି ନଥାଏ। ଏହି ମହାଜାଗତିକ ଘଟଣାକୁ ସୂର୍ଯ୍ୟୋପରାଗର ନାମ ଦିଆଯାଇଛି।

ଚଳିତବର୍ଷ ଅର୍ଥାତ ୨୦୨୪ ବର୍ଷରେ ୨ଥର ସୂର୍ଯ୍ୟୋପରାଗ ଓ ୨ଥର ଚନ୍ଦ୍ରଗ୍ରହଣ ସଙ୍ଗଠିତ ହୋଇଥିଲା। ଆଉ କିଛିଟା ଦିନ ପରେ ପୁରୁଣା ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବ। ଏହି ନୂତନ ବର୍ଷ ଅର୍ଥାତ ୨୦୨୫ରେ କେବେ ସୂର୍ଯ୍ୟୋପରାଗ ସଙ୍ଗଠି ହେବ, କେତେ ସମୟ ରହିବ ତାହା ଭାରତରେ ଦୃଶ୍ୟମାନ ହେବ କି ନାହିଁ ତାହା ଜାଣିବା ପାଇଁ ଲୋକଙ୍କ ମନରେ ଏକ ପ୍ରକାର ଉତ୍ସାହ ଦେଖିବା୍କୁ ମିଳିଛି।

୨୦୨୫ ମସିହାର ପ୍ରଥମ ସୂର୍ଯ୍ୟୋପରାଗ ଚୈତ୍ର ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଅର୍ଥାତ ମାର୍ଚ୍ଚ ୨୯ ତାରିଖରେ ସଙ୍ଗଠିତ ହେବ।

ଏହି ସୂର୍ଯ୍ୟୋପରାଗ ଦ୍ବିପହର ୦୨.୨୦ ମିନିଟରୁ ଆରମ୍ଭ ହୋଇ ୦୬.୦୬ ମିନିଟରେ ଶେଷ ହେବ। ଏହି ମହାଜାଗତିକ ଘଟଣା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏସିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକା, ଅଟଲାଣ୍ଟିକ ମହାସାଗାରରେ ମାର୍ଚ୍ଚ ୨୯ ତାରିଖରେ ସଙ୍ଗଠିତ ହେବାକୁ ଥିବା ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe