ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ

ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ଲାଇନରେ ରହି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରୁଛନ୍ତି।

ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ବିହାରରେ ୨୧.୧୧ ପ୍ରତିଶତ ମତଦାନ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ୨୧.୩୭ ପ୍ରତିଶତ ମତଦାନ ହୋଇଛି।

ସେହିପରି ଝାଡଖଣ୍ଡରେ ୨୬.୧୮ ପ୍ରତିଶତ, ମହାରାଷ୍ଟ୍ରରେ ୧୫.୯୩ ପ୍ରତିଶତ, ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି।

ଏହା ସହିତ ଉତ୍ତରପ୍ରଦେଶରେ ୨୭.୭୬ ପ୍ରତିଶତ ପଶ୍ଚିମବଙ୍ଗରେ ୩୨.୧୭ ପ୍ରତିଶତ ଏବଂ ଲଦାଖରେ ୨୭.୮୭ ପ୍ରତିଶତ ମତଦାନ ;ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe