ବିହାର: କାର୍ତ୍ତିକ ପୂର୍ଣ୍ଣିମା ପାଳନ ସମୟରେ ଦଳାଚକଟାରେ ୩ ମୃତ

Advertisment
ବିହାର: କାର୍ତ୍ତିକ ପୂର୍ଣ୍ଣିମା ପାଳନ ସମୟରେ ଦଳାଚକଟାରେ ୩ ମୃତ

ପାଟନା: ବିହାରସ୍ଥିତ ବେଗୁସରାଇଠାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଶନିବାର ଦିନ ଦଳଚକଟା ହେତୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ୧୦ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି। ବେଗୁସରାଇର ସିମରିଆ ଘାଟରେ ପ୍ରବଳ ଲୋକ ଭିଡ଼ ହେତୁ ଏପରି ପରିସ୍ଥିତି ଉପୁଜିଛି। ଦଳାଚକଟରେ ମୃତ୍ୟୁ ଘଟିଥିବା ମୃତଙ୍କ ପରିବାରକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତିି। ମୃତକମାନଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe