ଦୁର୍ଘଟଣା ପରେ ଘାଟିରୁ ଖସିଲା ମିନିବସ୍: ୩ ମୃତ, ୧୦ ଆହତ

3 dead

ଜମ୍ମୁକାଶ୍ମୀରରେ ଭୟଙ୍କର ଦୁର୍ଘଟଣା । ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାହୋର ଗାଙ୍ଗଟରେ ଏକ ଅଟୋ ସହ ମିନିବସର ଧକ୍କା ହେବା ଫଳରେ ଏମିତି ଦୁର୍ଘଟଣା ହୋଇଛି । ତେବେ ସାଙ୍ଗେସାଙ୍ଗେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe