jang.com.pk
ନୂଆଦିଲ୍ଲୀ: ଛୁଟି କାଟିବାପାଇଁ ଶ୍ରୀଲଙ୍କା ଯାଇଥିବା ୩ ଜଣ ଭାରତୀୟଙ୍କର ଦୁର୍ଘଟଣାରେ ଘଟିଛି। ଶ୍ରୀଲଙ୍କାର ଏକ୍ସପ୍ରେସ୍ୱେରେ ଦୁର୍ଘଟଣାର ଶିକାର ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଭାରତୀୟ ଆହତ ହୋଇଛନ୍ତି। ସମୁଦାୟ ୬ ଜଣ ଏକ ଭ୍ୟାନ୍ରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସହ ଏହାର ଧକ୍କା ହୋଇଥିଲା। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା।
Follow Us