ବାଲେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀ ନିଲମ୍ବିତ

Advertisment
ବାଲେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀ ନିଲମ୍ବିତ

www.dacoromania.org

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ଏକ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀମାନ ହେଲେ କମର୍ଦ୍ଦାଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ, ହାବିଳଦାର ଅରୁଣ ଧଳ ଓ ମହିଳା କନେଷ୍ଟବଳ ମମତା ପାତ୍ର ।

ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫକରି ଆଣବା ବେଳେ ସେ ବାହାନା କରି ଖସି ଫେରାର ହୋଇଯାଇଥିଲା । ଏହାକୁ ନେଇ ଚାରିଆଡ଼ୁ ସମାଲୋଚନା ହେବା ପରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe