ବିହାର ରାଜଭବନରେ ୩୦ରୁ ଅଧିକ ସଂକ୍ରମିତ

Advertisment

ବିହାର ବିଜେପି ମୁଖ୍ୟ, ପତ୍ନୀ ଏବଂ ମା' ମଧ୍ୟ ପଜିଟିଭ୍‌

ବିହାର ବିଜେପି ମୁଖ୍ୟ, ପତ୍ନୀ ଏବଂ ମା' ମଧ୍ୟ ପଜିଟିଭ୍‌

ବିହାର ରାଜଭବନରେ ୩୦ରୁ ଅଧିକ ସଂକ୍ରମିତ

jagran.com

ପାଟନା : ପାଟନା ସ୍ଥିତ ବିହାର ମୁଖ୍ୟାଳୟରେ କରୋନା ସଂକ୍ରମଣ ବଢ଼ିବା ପରି ବିହାର ରାଜଭବନ‌ରେ ମଧ୍ୟ ୩୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବିହାର ରାଜଭବନରେ ରହୁଛନ୍ତି ବିହାରର ୨୯ ତମ ରାଜ୍ୟପାଳ ଫଗୁ ଚୌହାନ୍‌। ବିହାର ବିଜେପି ମୁଖ୍ୟାଳୟରେ ୨୫ରୁ ଅଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବିହାର ବିଜେପି ମୁଖ୍ୟ ସଂଜୟ ଜୈସ୍ବାଲ୍‌ ଏବଂ ତାଙ୍କ ପତ୍ନୀ ଓ ମା' ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ବଢ଼ିବାରୁ ବିହାରରେ ଜୁଲାଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe