ଇଂଲଣ୍ଡରେ କାର୍‌ ଦୁର୍ଘଟଣାରେ ୩୨ ବର୍ଷୀୟ ଆନ୍ଧ୍ର ଯୁବକ ମୃତ

Advertisment

ଆନ୍ଧ୍ର‌ପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ପୂର୍ବ ଇଂଲଣ୍ଡର ଲିସେଷ୍ଟେରେଶରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

ଆନ୍ଧ୍ର‌ପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ପୂର୍ବ ଇଂଲଣ୍ଡର ଲିସେଷ୍ଟେରେଶରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

www.indiatoday.in

ଅମରାବତୀ: ଆନ୍ଧ୍ର‌ପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ପୂର୍ବ ଇଂଲଣ୍ଡର ଲିସେଷ୍ଟେରେଶରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

ମଙ୍ଗଳବାର ସକାଳେ ଲିସେଷ୍ଟରରୁ ମାର୍କେଟ ହାରବୋରୋ ଅଭିମୁଖେ ଯାତ୍ରା କରୁଥିବା ବେଳେଏହି ଦୁର୍ଘଟଣା ଘଟିଛି। ଲେଷ୍ଟେଷ୍ଟେୟାର ପୁଲିସର ସୂଚନାନୁସାରେ, ଲିସେଷ୍ଟରରୁ କାରରେ ସେହି ଜଣେ ଯାତ୍ରୀ ଥିଲେ ଏବଂ ଘଟଣାସ୍ଥଳରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତେବେ ଡ୍ରାଇଭର ଓ ଜଣେ ଜଣେ ମହିଳାଙ୍କ ସମେତ  ତିନିଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ପୁରୁଷ ଯାତ୍ରୀ ଗୁରୁତର କିନ୍ତୁ ଜୀବନ ପ୍ରତି ବିପଦ ନଥିବା ଡାକ୍ତର ସୂଚନା ଦେଇଛନ୍ତି। 

ବିପଜ୍ଜନକ ଭାବେ ଗାଡି ଚଳାଇ ଏହି ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ୨୭ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ତଦନ୍ତ ଜାରି ରହିଥିବା ବେଳେ ତାଙ୍କୁ ଜାମିନ ନାମଞ୍ଜୁର କରାଯାଇଛି। ପୁଲିସ ଆହୁରି ମଧ୍ୟ କହିଛି ଯେ ଏହି ଧକ୍କାରେ ସମ୍ପୃକ୍ତ ସମସ୍ତ ଲୋକ ଆନ୍ଧ୍ରପ୍ରଦେଶର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe