୩୭ ଜଣଙ୍କୁ ମାରି ଚର୍ଚ୍ଚାରେ ଆସାମର ‘ଲାଦେନ୍‌’

Advertisment
୩୭ ଜଣଙ୍କୁ ମାରି ଚର୍ଚ୍ଚାରେ ଆସାମର ‘ଲାଦେନ୍‌’

YouTube

ଗୌହାଟି: ୨୦୧୬ ମସିହାରୁ ଏ ପର୍ଯ୍ୟନ୍ତ ଅନ୍ୟୁନ ୩୭ ଜଣଙ୍କୁ ମାରି ଆସାମର ଲାଦେନ୍‌ ଚର୍ଚ୍ଚାକୁ ଆସିଛି। ତେବେ ଏହି ଲାଦେନ୍‌ କୌଣସି ଆତଙ୍କବାଦୀ କି ମାଓବାଦୀ ନୁହେଁ, ସେ ହେଉଛି ଏକ ଜଙ୍ଗଲୀ ହାତୀ। ଏହି ହାତୀକୁ ଲାଦେନ ନାମରେ ଘୋଷଣା କରିବା ପାଇଁ ଜଣେ ବନ ବିଭାଗ ଅଧିକାରୀ ଆସାମ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି। ଗାରୋ ପର୍ବତର ଗୋଲପରା ଜଙ୍ଗଲରେ ଏହି ହାତୀ ବୁଲୁଛି। ସାଧାରଣ ଆକାରଠାରୁ ଏହି ହାତୀର ଆକାର ବହୁତ ବଡ଼ ରହିଥିବା ବେଳେ ହାତୀ ପ୍ରବଳ ହିଂସ୍ର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe