ନୂଆଦିଲ୍ଲୀ : ଗତ ୧୦ ଦଶ ବର୍ଷରେ ଦେଶରେ ସମୁଦାୟ ୩୮୪ଟି ବାଘ ଶିକାର କରାଯାଇଛି ଏବଂ ୯୬୧ ଶିକାରୀଙ୍କୁ ଗିରଫ କରାଯାଇଛି। ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋରୁ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି। ଦେଶରେ ବାଘମାନଙ୍କ ସଂଖ୍ୟାକୁ ନେଇ ଲଗାତାର ଚିନ୍ତାବ୍ୟକ୍ତ କରାଯାଇଥିବା ବଳେ ସେମାନଙ୍କ ସଂରକ୍ଷଣକୁ ନେଇ ବିଗତ ୧୦ ବର୍ଷରେ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଦେଶରେ ବ୍ୟାଘ୍ର ସଂରକ୍ଷଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଫଳ ହୋଇ ପାରୁ ନଥିବା ଅନୁମାନ କରାଯାଉଛି।
୧୦ ବର୍ଷରେ ୩୮୪ଟି ବାଘ ଶିକାର
Advertisment
Follow Us