ଦେଶରେ ଅପରାହ୍ନ ୧ଟା ସୁଦ୍ଧା ୩୯.୧୩ ପ୍ରତିଶତ ମତଦାନ

ଦେଶରେ ଅପରାହ୍ନ ୧ଟା ସୁଦ୍ଧା ୩୯.୧୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି ।ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ ହୋଇଥିବା‌ ବେଳେ ହରିୟାଣାରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।

ସେହିପରି ଦିଲ୍ଲୀରେ ୩୪.୩୭ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩୫.୨୨ ପ୍ରତିଶତ, ଓଡିଶାରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ ଏବଂ ବିହାରରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe