୩ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

Advertisment
୩ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଶ୍ରୀନଗର: କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଥିବା ଅମରନାଥ ତୀର୍ଥଯାତ୍ରାରେ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ଫିଓ୍ଵାଲୟମ୍‌ର ୭୫ ବର୍ଷୀୟା ଥୋଟା ରାଧନମ୍‌ଙ୍କର ଆଜି ବାଲତାଲ୍‌ ଶିବିରରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବାବେଳେ ଅନନ୍ତପୋରାର ୬୫ ବର୍ଷୀୟ ରାଧା କ୍ରିଷ୍ଣ ଶାସ୍ତ୍ରୀଙ୍କର ସଙ୍ଗମ ନିକଟରେ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ଏହାବାଦ୍‌ ଉତ୍ତରାଖଣ୍ଡର ପୁସ୍କର ଯୋଶିଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଯାଇଛି। ଇତିମଧ୍ୟରେ ତୀର୍ଥଯାତ୍ରାରେ ସମୁଦାୟ ୬ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe