ଆନ୍ଧ୍ର ପାଇଁ ୪ ରାଜଧାନୀ ଯୋଜନା କରୁଛନ୍ତି ଜଗନମୋହନ

Advertisment
ଆନ୍ଧ୍ର ପାଇଁ ୪ ରାଜଧାନୀ ଯୋଜନା କରୁଛନ୍ତି ଜଗନମୋହନ

ତିରୁପତି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆନ୍ଧ୍ରପ୍ରଦେଶ ପାଇଁ ୪ଟି ରାଜଧାନୀ ପ୍ରତିଷ୍ଠା କରିବାପାଇଁ ଯୋଜନା କରୁଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ଟିଜି ଭେଙ୍କଟେଶ୍‌ଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛି। କର୍ନୁଲ୍‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭେଙ୍କ‌ଟେଶ କହିଛନ୍ତି, ଜଗନମୋହନ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌, କାକିନଡ଼ା, ଗୁଣ୍ଟୁର ଏବଂ କଡ଼ପାରେ ୪ଟି ରାଜଧାନୀ ସହର ପ୍ରତିଷ୍ଠା କରିବାପାଇଁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe