ପାଣିରେ କାର୍‌ ବୁଡ଼ିଯିବାରୁ ଗଲା ୪ ଜୀବନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌

ଛତିଶଗଡ଼ର ସୁକୁମା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ଏନ୍‌ଏଚ୍‌ ୩୦ରେ ଦରଭା ନିକଟରେ ଏକ ଡିଜାୟାର ଗାଡ଼ି ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍‌ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ।

New Project (2)

ସୁକମା: ଛତିଶଗଡ଼ର ସୁକୁମା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ଏନ୍‌ଏଚ୍‌ ୩୦ରେ ଦରଭା ନିକଟରେ ଏକ ଡିଜାୟାର ଗାଡ଼ି ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍‌ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। କାର୍‌ଟି ପାଣିରେ ଭାସିଥିବା ବେଳେ ସମସ୍ତ ୪ ଜଣ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରେ ୨ ଶିଶୁ ମଧ୍ୟ ଅଛନ୍ତି। ସ୍ବାଭାଗ୍ୟବଶତଃ ଚାରି ଜଣଙ୍କୁ ବାଦ୍‌ ଦେଇ କାର୍‌ ଚାଳକ ପହଁରି ପହଁରି ଯାଇ ନିଜ ଜୀବନ ବଞ୍ଚାଇଥିଲେ। ସମସ୍ତେ ତାମିଲ୍‌ନାଡୁର ବାସିନ୍ଦା ବୋଲି ଜାଣିବାକୁ ମିଳିିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe