ପାକିସ୍ତାନ ସେନାକୁ ଆକ୍ରମଣ : ୪୭ ଯବାନ ମୃତ, ୩୦ ଆହତ

Advertisment

ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଥିବା ସୂଚନା ରହିଛି।

ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଥିବା ସୂଚନା ରହିଛି।

www.indiatoday.in

www.indiatoday.in Photograph: (www.indiatoday.in)

ଇସ୍‌ଲାମବାଦ:  ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି ।  ସେ କହିଛନ୍ତି , ସ୍ଥାନୀୟ ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି  ଆକ୍ରମଣ କରାଯାଇଛି । ତୁର୍ବତ ସହରରୁ ୮ କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପାଇଁ ବିଏଲଏକୁ ଦାୟୀ କରାଯାଇଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe