ଏଲ୍‌ଓସିରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

Advertisment
ପାକିସ୍ତାନୀ ଗୁଳିରେ ଆହତ ହୋଇଥିବା ଭାରତୀୟ ଯବାନଙ୍କ ମୃତ୍ୟୁ, ଗୋଟିଏ ମାସରେ ସହିଦ ହେଲେଣି ୩ ଯବାନ

DNA India

ଜମ୍ମୁ : ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ପ୍ରାୟ ୪୦୦ ଆତଙ୍କବାଦୀ ଏଲ୍‌ଓସି ସ୍ଥିତ ଲଞ୍ଚ୍‌ ପ୍ୟାଡ୍‌ରେ ଛକି ରହିଛନ୍ତି। ଜଣେ ଶୀର୍ଷ ପୁଲିସ ଅଧିକାରୀ କହିଛନ୍ତି, ପାକିସ୍ତାନ ଶୀତ ଋତୁରେ ବି ଆତଙ୍କବାଦୀଙ୍କୁ ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ବିରୋଧରେ ସୁରକ୍ଷାବାହିନୀର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତବର୍ଷ ଖୁମ୍‌ କମ୍‌ ସଂଖ୍ୟକ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ୨୦୧୯ରେ ୧୪୧ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଥିବାବେଳେ ୨୦୨୦‌ରେ ୪୦ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ଅନ୍ୟପକ୍ଷେ ୨୦୧୮ରେ ୧୪୩ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ୨୦୨୦ରେ ପାକିସ୍ତାନ ସର୍ବାଧିକ ୫,୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe