ଏଫ୍‌ଏଟିଏଫ୍‌ର ସର୍ତ୍ତ ପୂରଣ କଲାନି ପାକିସ୍ତାନ, ଆତଙ୍କବାଦୀ ତାଲିକାରୁ ୪୦୦୦ ନାମ ଗାଏବ

Advertisment
ଓଡ଼ିଶା ଉପରେ ପାକିସ୍ତାନ ଆଖି: ସ୍କାନର୍‌ରେ ପାକିସ୍ତାନୀ ଇସଲାମିକ୍ ଫୋରମ୍

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କବାଦୀଙ୍କ ଆର୍ଥିକ କାରବାର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଫାଇନାନ୍‌ସିଆଲ୍‌ ଆକ୍ସନ ଟ୍ୟାକ୍ସ ଫୋର୍ସ’ (ଏଫ୍‌ଏଟିଏଫ୍‌) ଏବେ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି। ପାକିସ୍ତାନ ଏଫ୍‌ଏଟିଏଫ୍‌ର ୬ଟି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ପୂରଣ କରିନାହିଁ। ପାକିସ୍ତାନ ଏଫ୍‌ଏଟିଏଫ୍‌କୁ ପ୍ରଦାନ କରିଥିବା ଆତଙ୍କବାଦୀ ତାଲିକାରୁ ୪୦୦୦ ଆତଙ୍କବାଦୀଙ୍କ ନାମ ଗାଏବ ହୋଇଯାଇଛି। ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୌଲାନା ମସୁଦ୍‌ ଆଝାର୍‌ ଏବଂ ହାଫିଜ ସୟିଦ୍‌କୁ ମଧ୍ୟ ପାକିସ୍ତାନ ସୁରକ୍ଷା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe