ମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାଡ଼, ୫ ବିଜେପି କର୍ମୀ ଗିରଫ

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ଚେନ୍ନାଇ: ତାମିଲନାଡ଼ୁ ଅର୍ଥ ମନ୍ତ୍ରୀ ପଲନିଭେଲ ଥିଆଗା ରାଜନଙ୍କ କାର୍‌କୁ ଆଜି ମଦୁରାଇ ବିମାନବନ୍ଦରରେ ଚପଲ ମାଡ଼ ହୋଇଛି। ୫ ଜଣ ବିଜେପି କର୍ମୀ ମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାଡ଼ କରିଛନ୍ତି। ଆଇପିସିର ବିଭିନ୍ନ ଧାରା ଅଧୀନରେ ସେମାନଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। ଭାରତୀୟ ସେନା ରାଇଫଲମ୍ୟାନ ଡି ଲକ୍ଷ୍ମଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଫେରୁଥିବାବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe