୫ ଭାରତୀୟ ନାବିକଙ୍କୁ ଅପହରଣ

Advertisment
୫ ଭାରତୀୟ ନାବିକଙ୍କୁ ଅପହରଣ

ndtv.com/india-news

ନୂଆଦିଲ୍ଲୀ: ନାଇଜେରିଆର ୫ ଜଣ ଭାରତୀୟ ନାବିକଙ୍କୁ ଅପହରଣ କରାଯାଇଛି। ଜଳଦସ୍ୟୁ ମାନେ ଉକ୍ତ ଅପହରଣରେ ସମ୍ପୃକ୍ତ ଥିବା କୁହାଯାଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଏନେଇ ନାଇଜେରିଆ ସ୍ଥିତ ଭାରତର ରାଷ୍ଟ୍ରଦୂତ୍ତ ଅଭୟ ଠାକୁରଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe