୯ କିମି ଲମ୍ବ ଜାତୀୟ ପତାକା ଉଡ଼ାଇବେ ୫୦ ହଜାର ଲୋକ

Advertisment
୯ କିମି ଲମ୍ବ ଜାତୀୟ ପତାକା ଉଡ଼ାଇବେ ୫୦ ହଜାର ଲୋକ

KVARTHA

ବେଙ୍ଗାଲୁରୁ : କର୍ଣ୍ଣାଟକର ଧାରୱଡ଼ ଜିଲ୍ଲା ଅଗଷ୍ଟ ୧୫ ତାରିଖରେ ବିଶ୍ବ ରେକର୍ଡ କରିବ। ୫୦ ହଜାରରୁ ଅଧିକ ଲୋକ ୯ କିମି ଲମ୍ବ ଏବଂ ୯ ଫୁଟ୍‌ ଚଉଡ଼ାର ଏକ ତ୍ରିରଙ୍ଗା ଧରି ଏକ ରୢାଲି କରିବେ। ୭୫ ତମ ସ୍ବାଧୀନତା ଦିବସରେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିବାପାଇଁ ଏହି ଉଦ୍ୟମ ହୋଇଛି। ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ଲାଡ଼ଙ୍କ ଦ୍ବାରା ଏହି ଉଦ୍ୟମ ହୋଇଛି। ଅଗଷ୍ଟ ୧୫, ୨୦୨୧ରେ ସନ୍ତୋଷ ଲାଡ଼ ଫାଉଣ୍ଡେସନ ୨ କିମି ଲମ୍ବ ଏବଂ ୯ କିମି ଚଉଡ଼ାର ଏକ ପତାକା ଧରି ରୢାଲି କରିଥିଲେ। କିନ୍ତୁ ଚଳିତ ଥର ୯ କିମି ଲମ୍ବ ଏବଂ ୯ କିମି ଚଉଡ଼ାର ଜାତୀୟ ପତାକା ଉଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe