ମୋଦୀ ସରକାର-୨ : ଶପଥ ନେଲେ ୫୮ ମନ୍ତ୍ରୀ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ

ମୋଦୀ ସରକାର-୨ : ଶପଥ ନେଲେ ୫୮ ମନ୍ତ୍ରୀ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ମୋଟ ୫୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ୫୮ ମନ୍ତ୍ରୀଙ୍କ ମଧ୍ୟରୁ ( ପ୍ରଧାନମନ୍ତ୍ରୀଙ୍କୁ ଛାଡି ) ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ତାଲିକାରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ସେହିପରି ୯ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
୨. ରାଜନାଥ ସିଂହ
୩. ଅମିତ ଶାହା
୪.ନିତିନ ଗଡ଼କରି
୫.ସଦାନନ୍ଦ ଗୌଡ଼ା
୬. ନିର୍ମଳା ସୀତାରମଣ
୭. ରାମ ବିଳାଶ ପାଶ୍ୱଓ୍ଵନ
୮. ନରେନ୍ଦ୍ର ସିଂହ ତୌମାର
୯.ରବି ଶଙ୍କର ପ୍ରସାଦ
୧୦. ହରସିମିରତ କୌର ବାଦଲ୍‌
୧୧.ଥାବର ଚାନ୍ଦ ଗେହଲତ୍‌
୧୨. ଏସ୍‌. ଜୟଶଙ୍କର
୧୩. ରମେଶ ପୋଖରିଆଲ୍‌
୧୪. ଶ୍ରୀ ଅର୍ଜୁନ ମୁଣ୍ଡା
୧୫. ସ୍ମୃତି ଇରାନୀ
୧୬. ଡକ୍ଟର ହର୍ଷବର୍ଦ୍ଧନ
୧୭.  ପ୍ରକାଶ କେଶବ ଜାଓ୍ଵଡ଼େକର
୧୮. ଶ୍ରୀ ପିୟୁଷ ଗୋଏଲ
୧୯. ଧର୍ମେନ୍ଦ୍ର ପ୍ରଧାନ
୨୦. ଶ୍ରୀ ମୁକ୍‌ତାର ଅବାସ ନକ୍‌ବି
୨୧.  ଶ୍ରୀ ପ୍ରହଲ୍ଳାଦ ଜୋଶୀ
୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ
୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
୨୪. ଶ୍ରୀ ଗିରିରାଜ୍‌ ସିଂହ
୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

ରାଷ୍ଟ୍ରମନ୍ତ୍ରୀ:

୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗବାର
୨୭. ରାଓ ଇନ୍ଦ୍ରଜିତ୍‌ ସିଂହ
୨୮. ଶ୍ରୀପଦ ୟେସୋ ନାଇକ
୨୯. ଡକ୍ଟର ଜିତେନ୍ଦ୍ର ସିଂହ
୩୦. କିରେନ ରିଜିଜୁ
୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ
୩୨. ରାଜ କୁମାର ସିଂହ
୩୩. ହରଦୀପ ସିଂହ ପୁରୀ
୩୪. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ
୩୫. ଫଗ୍ଗନ ସିଂହ କୁଲସ୍ତେ
୩୬. ଅଶ୍ୱିନୀ କୁମାର ଚୌବେ
୩୭. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ
୩୮. ବିକେ ସିଂହ
୩୯. କୃଷ୍ଣ ପାଲ
୪୦. ଦାନବେ ରାଓସାହେବ ଦାଦାରାଓ
୪୧. ଜି. କିସନ ରେଡ୍ଡି
୪୨. ପୁରୁଷୋତ୍ତମ ରୁପାଲା
୪୩. ରାମଦାସ ଆଠବଲେ
୪୪. ସାଧ୍ୱୀ ନିରଞ୍ଜନ ଜ୍ୟୋତି
୪୫. ବାବୁଲ ସୁପ୍ରିୟ
୪୬. ସଞ୍ଜିବ କୁମାର ବାଲ୍ୟାନ
୪୭. ସଞ୍ଜୟ ଧୋତ୍ରେ
୪୮. ଶ୍ରୀ ଅନୁରାଗ ସିଂହ ଠାକୁର
୪୯.ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା
୫୦. ଶ୍ରୀ ନିତ୍ୟାନନ୍ଦ ରାୟ
୫୧.ଶ୍ରୀ ରତନ ଲାଲ କଟରିଆ
୫୨. ଶ୍ରୀ ଭି. ମୁରଲୀଧରନ
୫୩. ଶ୍ରୀମତୀ ରେଣୁକା ସିଂହ ସରୁତା
୫୪. ଶ୍ରୀ ସୋମ ପ୍ରକାଶ
୫୫. ଶ୍ରୀ ରାମେଶ୍ୱର ତେଲି
୫୬. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୭. ଶ୍ରୀ କୈଳାସ ଚୌଧୁରୀ
୫୮. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe