କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରୀ ହେଲେ ୮ କଂଗ୍ରେସ ନେତା

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରୀ ହେଲେ ୮ କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରି ୮ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସମସ୍ତ ମନ୍ତ୍ରୀ କଂଗ୍ରେସ ଦଳର ହୋଇଥିବା ବେଳେ ମନ୍ତ୍ରିମଣ୍ଡଳରୁ ରମେଶ ଝାର୍କୋଲି ଏବଂ ଆର୍‌ ଶଙ୍କରଙ୍କୁ ହଟାଇ ଦିଆଯାଇଛି। ଏହି ଦୁଇ ମନ୍ତ୍ରୀଙ୍କୁ ବିଦା କରିବା ପାଇଁ ପ୍ରଦେଶ କଂଗ୍ରେସ ନି‌ଷ୍ପତ୍ତି ନେଇଥିଲା। ୩୪ ଜଣିଆ ମନ୍ତ୍ରିମଣ୍ଡଳରେ ଏବେ କଂଗ୍ରେସର ମନ୍ତ୍ରୀ ସଂଖ୍ୟା ୨୨ ରହିଥିବା ବେଳେ ଜେଡିଏସ୍‌ର ମନ୍ତ୍ରୀ ସଂଖ୍ୟା ୧୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe