ପାକିସ୍ତାନରେ ଭୂସ୍ଖଳନ : ୭ ଶିଶୁ ସମେତ ୮ ମୃତ

Advertisment
ପାକିସ୍ତାନରେ ଭୂସ୍ଖଳନ : ୭ ଶିଶୁ ସମେତ ୮ ମୃତ

ପେଶଓ୍ଵାର : ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳର ବାଜୌର ଏଜେନ୍ସି ଅନ୍ତର୍ଗତ କଣ୍ଡାଓ ଗାଁରେ ମାଟି ଧସିବାରୁ ଅତି କମ୍‌ରେ ୭ ଜଣ ଶିଶି ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏକ କଚ୍ଚା ଘର ନିର୍ମାଣ ପାଇଁ ଲୋକେ କାଦୁଅ ପ୍ରସ୍ତୁତ କଲା ବେଳେ ଖାଲକୁ ମାଟି ଅତଡ଼ା ଧସଯିବାରୁ ଏପରି ହୋଇଥିବା ଜଣାଯାଇଛି। ଉଦ୍ଦାରକାରୀ ଦଳ ଘଟଣାସ୍ଥଳରୁ ୮ଟି ଶବ ଏବଂ ଆହତ ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ୬ ଜଣ ବାଳିକା, ଜଣେ ବାଳକ ଏବଂ ଜଣେ ମହିଳା ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe