ଦିଲ୍ଲୀରେ ୮ ନୂଆ ହଟ୍‌ସ୍ପଟ୍‌, ୫୫ ଅଞ୍ଚଳ ସିଲ୍‌

Advertisment
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଲା, ପୁଣି ୩ ଟି ହଟ୍‌ସ୍ପଟ୍‌ ଚିହ୍ନଟ

Hindustan Times

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪ ତାରିଖ ୫୧ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୧କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ସରକାର ଆଜି ପୁଣି ୮ଟି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଘୋଷଣା କରିଛନ୍ତି ଏବଂ ୫୫ଟି ଅଞ୍ଚଳକୁ ସିଲ୍‌ କରିଛନ୍ତି। ଏହି ସବୁ ଅଞ୍ଚଳକୁ କେବଳ ସେବା ପ୍ରଦାନକାରୀଙ୍କୁ ଯିବାପାଇଁ ଅନୁମତି ମିଳିବ। ଅନ୍ୟପକ୍ଷେ ହଟ୍‌ସ୍ପଟ୍‌ ଅଞ୍ଚଳରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe