‘ପଶ୍ଚିମବଂଗରେ ୮୦ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି’

Advertisment
‘ପଶ୍ଚିମବଂଗରେ ୮୦ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି’

hindi.catchnews.com

ନୂଆଦିଲ୍ଲୀ: ବିଗତ ୫ ବର୍ଷ ମଧ୍ୟରେ ପଶ୍ଚିମବଂଗରେ ଟିଏମ୍‌ସିର ରାଜନୈତିକ ହିଂସା ଚରମରେ ପହଞ୍ଚିଛି ଏବଂ ଏହି ସମୟ ମଧ୍ୟରେ ୮୦ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ପ୍ରଚାରର ଶେଷ ଦିବସରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶାହ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାକୁ ପ୍ରୋତ୍ସାହନ ଦେଇଥିବାରୁ ଏଭଳି ବର୍ବର କାଣ୍ଡ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe