ଆଣ୍ଡାମାନ ନିକୋବରରେ ୫.୨ ତୀବ୍ରତାର ଭୂମିକମ୍ପ

Advertisment
ଦିଲ୍ଲୀରେ ପୁଣି ଭୂକମ୍ପ: ୨୪ ଘଣ୍ଟାରେ ଦ୍ବିତୀୟ ଝଟ୍‌କା, ପଶ୍ଚିମ ଦିଲ୍ଲୀରେ ଭୂକମ୍ପର କେନ୍ଦ୍ର

NDTV.com

ଆଣ୍ଡାମାନ: ଏନସିଏସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କ୍ୟାମ୍ପବେଲ ବାଇ ନିକଟରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୬୩ କିଲୋମିଟର ଥିବା ବେଳେ ରାତି ପ୍ରାୟ ସାଢେ ୮ ଟାରେ ରେ ଏହି କମ୍ପନ ଅନୁଭୂତ ହୋଇଛି। ତେବେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବାରମ୍ବାର ଏହି ପ୍ରକାରର ଭୂକମ୍ପ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଗତ ସେପ୍ଟେମ୍ବର୨୨ରେ ରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe