ଗୁଲାମ ନବୀ ଆଜାଦଙ୍କୁ ଶକ୍ତ ଝଟ୍‌କା: କଂଗ୍ରେସକୁ ଫେରିଲେ ଅନେକ ବରିଷ୍ଠ ନେତା

Advertisment
ଗୁଲାମ ନବୀ ଆଜାଦଙ୍କୁ ଶକ୍ତ ଝଟ୍‌କା: କଂଗ୍ରେସକୁ ଫେରିଲେ ଅନେକ ବରିଷ୍ଠ ନେତା

YouTube

ନୂଆଦିଲ୍ଲୀ : ଡିଏପି (ଡିମୋକ୍ରାଟିକ ଆଜାଦ ପାର୍ଟି) ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଆଜାଦଙ୍କୁ ସମର୍ଥନ କରି କଂଗ୍ରେସ ଛାଡ଼ିଥିବା ୧୭ ଜଣ ପୂର୍ବତନ ନେତା ଆଜି ପୁଣିଥରେ ଦଳକୁ ଫେରିଛନ୍ତି। ସେମାନଙ୍କୁ ଦଳରେ ସ୍ବାଗତ କରାଯାଇଛି। ସେମାନେ ୨ ମାସ ଛୁଟିରେ ଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ପୂର୍ବତନ ପିସିସି ମୁଖ୍ୟ ପୀରଜାଦା ମହମ୍ମଦ ସୟିଦଙ୍କ ସମେତ ମୋଟ୍‌ ୧୭ ଜଣ ବରିଷ୍ଠ‌ ନେତା ଆଜି ଡିଏପି ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe