ନୂଆଦିଲ୍ଲୀ : ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ତଥା କେମିକାଲ୍ସ ଆଣ୍ଡ୍ ପେଟ୍ରୋକେମିକାଲ୍ସ ବିଭାଗ ସଚିବ ଆରତି ଆହୁଜାଙ୍କୁ ଫାର୍ମାସ୍ୟୁଟିକାଲ୍ସ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଫାର୍ମାସ୍ୟୁଟିକାଲ୍ସ ବିଭାଗର ସଚିବ ଏସ୍ ଅପର୍ଣ୍ଣା ଚଳିତ ମାସ ୨୦ ରୁ ୨୪ ପର୍ଯ୍ୟନ୍ତ ଛୁଟିରେ ରହୁଥିବାରୁ ଆରତି ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଆରତି ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ
Advertisment
Follow Us