news18
ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ଆବୁ ସାଲେମକୁ ଛାଡ଼ିବାକୁ ସରକାର ବାଧ୍ୟ ବୋଲି ସୋମବାର ସୁପ୍ରିମ୍କୋର୍ଟ ପ୍ରକାଶ କରିଛନ୍ତି। କାରଣ ପର୍ତ୍ତୁଗାଲ ସରକାର ଆବୁ ସାଲେମକୁ ଭାରତକୁ ପ୍ରତ୍ୟର୍ପଣ କଲାବେଳେ ସର୍ତ୍ତ ରଖିଥିଲା ଯେ ଭାରତ ତାକୁ ୨୫ ବର୍ଷରୁ ଅଧିକ ଦିନ ଜେଲରେ ରଖିବ ନାହିଁ। ତେଣୁ କେବେ ୨୫ ବର୍ଷ ପୂରୁଛି ସେ ସମ୍ବନ୍ଧୀୟ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିବା ପାଇଁ ଜଷ୍ଟିସ୍ ଏସ୍କେ କୌନ ଏବଂ ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶଙ୍କ ବେଞ୍ଚ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି।
Follow Us