ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ରେଳମନ୍ତ୍ରୀ

Advertisment

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କହିଛନ୍ତି,  ଗତ କିଛିଦିନ ଧରି ବିଭିନ୍ନ ରାଜ୍ୟରେ ଟ୍ରେନ୍‌ ଦୁର୍ଘଟଣା କରିବାପାଇଁ ଉଦ୍ୟମ ହୋଇଛି।  ଏହି ସବୁ ଘଟଣାର ତଦନ୍ତ ହେବ ଏବଂ ଷଡ଼୍‌ଯନ୍ତ୍ରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

gjgdjggjjg

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କହିଛନ୍ତି,  ଗତ କିଛିଦିନ ଧରି ବିଭିନ୍ନ ରାଜ୍ୟରେ ଟ୍ରେନ୍‌ ଦୁର୍ଘଟଣା କରିବାପାଇଁ ଉଦ୍ୟମ ହୋଇଛି।  ଏହି ସବୁ ଘଟଣାର ତଦନ୍ତ ହେବ ଏବଂ ଷଡ଼୍‌ଯନ୍ତ୍ରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।   ବୈଷ୍ଣବ କହିଛନ୍ତି, ସମସ୍ତ ରାଜ୍ୟ ସରକାର, ଡିଜିପି ଏବଂ ଗୃହ ସଚିବଙ୍କ ସହ କଥାବାର୍ତ୍ତା ଜାରି ରହିଛି।

ଜାତୀୟ ତଦନ୍ତକାରୀ ସଂସ୍ଥା ସହ ମଧ୍ୟ ଏହି ମାମଲାରେ କଥାବାର୍ତ୍ତା ଚାଲିଛି।  ଦୁର୍ଘଟଣା ଘଟାଇବାପାଇଁ ଯିଏ ବି ଚେଷ୍ଟା କରୁଥିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏହା ଆମମାନଙ୍କର ଏକ ସଂକଳ୍ପ। ଜୟପୁରରେ ଆଜି ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ବୈଷ୍ଣବ ଏହା କହିଛନ୍ତି।  ଉଲ୍ଲେଖଯୋଗ୍ୟ,  ଗତ କିଛି ଦିନ ଧରି ବିଭିନ୍ନ ରାଜ୍ୟରେ ଟ୍ରେନ୍‌ ଦୁର୍ଘଟଣା ପାଇଁ ଉଦ୍ୟମ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe