ପୁଲିସ ଗୁଳିରେ ପ୍ରାଣ ହରାଇଲା ଅଭିଯୁକ୍ତ

Advertisment
ପୁଲିସ ଗୁଳିରେ ପ୍ରାଣ ହରାଇଲା ଅଭିଯୁକ୍ତ

ହାଇଦ୍ରାବାଦ୍‌: ଆମେରିକାର କାନ୍‌ସାସ୍‌ ସହରରେ ଗତ ୬ ତାରିଖରେ ହତ୍ୟାର ଶିକାର ହୋଇଥିବା ଜଣେ ଭାରତୀୟ ଛାତ୍ର ଶରଥ କୋପ୍ପୁଙ୍କ ହତ୍ୟାକାରୀକୁ  ପୁଲିସ ଗୁଳି କରି ହତ୍ୟା କରିଛି। ହାଇଦ୍ରାବାଦ୍‌ର ଶରଥ ମିସୌରୀ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ ଛାତ୍ର ଥିଲେ। ସେ ପାର୍ଟ ଟାଇମ୍‌ ଜବ୍‌ ମଧ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe