ପାକ୍‌ ବାୟୁସେନାର ରେଡିଓ ମେସେଜରେ ଶୁଣିବାକୁ ମିଳିଛି, ଭାରତ ଉପରେ ଆକ୍ରମଣ କରିବାକୁ ଯାଇଥିବା ଏଫ୍‌-୧୬ ବିମାନ ଆଉ ଫେରି ନାହିଁ

ପାକ୍‌ ବାୟୁସେନାର ରେଡିଓ ମେସେଜରେ ଶୁଣିବାକୁ ମିଳିଛି, ଭାରତ ଉପରେ ଆକ୍ରମଣ କରିବାକୁ ଯାଇଥିବା ଏଫ୍‌-୧୬ ବିମାନ ଆଉ ଫେରି ନାହିଁ

Trending360

ନୂଆଦିଲ୍ଲୀ: ଆମେରିକା ମିଡିଆରୁ ଆସିଥିବା ଏକ ରିପୋର୍ଟରେ ଭାରତର ସେହି ଦାବିକୁ ଖାରଜ କରି ଦେଇଛି, ଯେଉଁଥିରେ ଭାରତ କହିଥିଲା କି ଭାରତୀୟ ବାୟୁସେନା (ଆଇଏଏଫ୍‌) ମିଗ-୨୧ ଫାଇଟର ଜେଟ ପାକିସ୍ତାନ ଏଫ୍‌ -୧୬କୁ  ଖସାଇ ଦେଇଛି।  ଫେବ୍ରୁଆରି ୨୭ରେ ପାକିସ୍ତାନ ବାୟୁସେନା (ପିଏଏଫ୍‌) ଜେଟସ୍‌ ଜମ୍ମୁକଶ୍ମୀରରେ ପ୍ରବେଶ କରିଥିଲା ଏବଂ ତାହା ଭାରତୀୟ ବାୟୁସେନାର ଉଲଙ୍ଘନ କରିଥିଲା।

ତେବେ ଆମେରିକା ମିଡିଆର ଏହି ଦାବି ଉପରେ ଭାରତୀୟ ବାୟୁସେନା ପ୍ରମାଣ ଦେଇଛି। ଭାରତୀୟ ବାୟୁସେନା ପାକିସ୍ତାନ ବାୟୁସେନାର ରେଡିଓକୁ ଇଣ୍ଟରପ୍ଟ କରି ସେମାନଙ୍କ କଥାବର୍ତ୍ତାକୁ ସାମ୍ନାକୁ ଆଣିଛି। ଏହି ରେଡିଓ ମେସେଜରେ କୁହାଯାଇଛି କି, ଭାରତ ଉପରେ ଆକ୍ରମଣ କରିବାକୁ ଯାଇଥିବା ଦୁଇ ଏଫ୍‌-୧୬ ମଧ୍ୟରୁ ଗୋଟିଏ ଘାଟିକୁ ଫେରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe