ଜେଇଇ, ନିଟ୍‌ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ମିଳିଲାଣି

Advertisment
ଆଜି ନିଟ୍‌, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର

Jagran Josh

ନୂଆଦିଲ୍ଲୀ : ଇଞ୍ଜିନିଅରିଂ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଏବଂ ମେଡିକାଲ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍‌) ସୁପ୍ରିମ କୋର୍ଟଙ୍କ ରାୟ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପରିଚାଳିତ ହେବ। ଜେଇଇ ମେନ୍‌ ପରୀକ୍ଷା ପାଇଁ ପଞ୍ଜୀକୃତ କରିଥିବା ୮.୬ ଲକ୍ଷ ଆବେଦନକାରୀଙ୍କ ପାଖକୁ ଜାତୀୟ ପରୀକ୍ଷା ସଂସ୍ଥା(ଏନ୍‌ଟିଏ) ପକ୍ଷରୁ ପ୍ରବେଶ ଅନୁମତି ପତ୍ର ଅନ୍‌ଲାଇନ୍‌ରେ ପଠା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସାଢ଼େ ୬ ଲକ୍ଷ ଜଣ ଡାଉନ୍‌ଲୋଡ୍‌ କରି ସାରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe