୬୭ ଦିନ ପରେ ଦେଶରେ ସକ୍ରିୟ ମାମଲା ୩ ହଜାର ଟପିଲା

Advertisment
୬୭ ଦିନ ପରେ ଦେଶରେ ସକ୍ରିୟ ମାମଲା ୩ ହଜାର ଟପିଲା

1205778418

ନୂଆଦିଲ୍ଲୀ: ଦେଶରେ ଆଜି ୩୨୬ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୬୭ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ହଜାର ତଳେ ରହୁଥିଲା। ତେବେ ୬୭ ଦିନ ପରେ ଦେଶରେ ସକ୍ରିୟ ମାମଲା ଆଜି ୩ ହଜାର ଟପିଛି। ଦେଶରେ ଏବେ ମୋଟ୍‌ ସକ୍ରିୟ ମାମଲା ୩,୦୭୬। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୪,୪୬,୮୮,୬୯୩। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। ଆରୋଗ୍ୟ ହାର ୯୮.୮୦ ପ୍ରତିଶତ। ମୋଟ୍‌ ୪,୪୧,୫୪,୮୪୨ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁହାର ୧.୧୯ ପ୍ରତିଶତ। ଦେଶରେ ଏଯାବତ ୨୨୦. ୬୪ କୋଟି ଡୋଜ୍‌ କରୋନା ଟିକା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe