୯୭ ଦିନ ପରେ ଦେଶରେ ୩୦୦ରୁ ଅଧିକ ନୂଆ କୋଭିଡ୍‌ ସଂକ୍ରମଣ

କରୋନା ସଂକ୍ରମଣ ବୃଦ୍ଧି ପଛରେ ଏକ୍ସବିବି.୧.୧୬

long island press

ନୂଆଦିଲ୍ଲୀ: ଦୀର୍ଘ ୯୭ ଦିନ ପରେ ଦେଶରେ ୩୦୦ରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୨,୬୮୬ ରହିଛି। ଗତ ୨୪ ଘଣ୍ଟାରେ ୩୩୪ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨ ଜଣ ଏବଂ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି ଏବଂ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୫୪,୦୩୫ ଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe