ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବାଇଡେନ

Image Courtesy of NDTV

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ ସଂକ୍ରାନ୍ତ ଏକାନ୍ତବାସରୁ ବାହାରିବାର ୩ ଦିନ ପରେ ସେ ପୁଣି ଉକ୍ତ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଆଣ୍ଟି ଭାଇରାଲ ଔଷଧରେ ଚିକିତ୍ସିତ ହେବା ପରେ ପୁଣି କରୋନାରେ ପୀଡ଼ିତ ହେବା ବିରଳ ଘଟଣା ବୋଲି କୁହାଯାଇଛି। ହ୍ବାଇଟ୍ ହାଉସ ଡାକ୍ତର କେଭି ଓ‌ କୋନରଙ୍କ କହିବାନୁଯାୟୀ ବାଇଡେନଙ୍କ ଠାରେ କୌଣସି ଲକ୍ଷଣ ନାହିଁ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ମଧ୍ୟ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe