ନକ୍ସଲଙ୍କ ଛାତିରେ ଯବାନଙ୍କ ଗୁଳି: ପୁଣି ଛତିଶଗଡ଼ରେ ଏନକାଉଣ୍ଟର, ଟଳିପଡ଼ିଲେ ୨ ନକ୍ସଲ

2 naxal kiled

Photograph: (Sambad.in)

ରାଇପୁର: ପୁଣି ଗର୍ଜିଲା ଯବାନଙ୍କ ବନ୍ଧୁକ, ଗୁଳିରେ ଟଳିଲେ ନକ୍ସଲ । ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ନକ୍ସଲ ଟଳିପଡିଥିବା ପ୍ରାଥମିକ ସୂଚନା ମିଳିଛି ।

ତେବେ ଇନ୍ଦ୍ରାବତୀ ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ୯ଟାରୁ ସୁରକ୍ଷା କର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଜାରି ରହିଛି । ତେବେ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମାଓ ମୁକ୍ତ କରିବାକୁ ସରକାର ଯୋଜନା ରଖିଥିବା ବେଳେ ସେ ଦିଗରେ ସଫଳତା ପାଇ ଚାଲିଛନ୍ତି ଯବାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe