ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ‘ଦେଶ ଜଣେ ଲୋକରେ ଚାଲେନି’

Advertisment
ସେ ଡିସଲାଇକ ଓ କମେଣ୍ଟକୁ ବନ୍ଦ କରିପାରନ୍ତି, ତୁମ ସ୍ୱରକୁ ନୁହେଁ: ରାହୁଲ 

News State

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଶତ ପ୍ରତିଶତ ନିଜର ଭାବମୂର୍ତ୍ତି ତିଆରିରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ଦେଶର ପ୍ରମୁଖ ସଂସ୍ଥାମାନେ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ନିଜେ ହିଁ ଦେଶ। ମାତ୍ର ମନେ ରଖିବାକୁ ହେବ ଦେଶ କେବେ ଜଣେ ଲୋକରେ ଚାଲେନା ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧି ଏକ ଦୁଇ ମିନିଟ ଭିଡିଓ ଜାରି କରି ମୋଦୀଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe