ଏଆଇଏଡିଏମ୍‌କେର ନୂଆ ନିୟମ : ସାଂସଦ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୫ ହଜାର

Advertisment
ଏଆଇଏଡିଏମ୍‌କେର ନୂଆ ନିୟମ : ସାଂସଦ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୫ ହଜାର

ଚେନ୍ନାଇ : ସାଂସଦ ପ୍ରାର୍ଥୀ ହେବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ୨୫ ହଜାର ଫି ଜମା କରିବାକୁ ପଡ଼ିବ ବୋଲି ଏଏଆଇଏଡିଏମ୍‌କେ ନିଷ୍ପତ୍ତି ନେଇଛି। ଦଳର ଏହି ନିଷ୍ପତ୍ତିକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ପଂଜାବ କଂଗ୍ରେସ ଶାଖା ମଧ୍ୟ ଏଭଳି ନିଷ୍ପତ୍ତି ନେଇ ଆଶାୟୀ ପ୍ରାର୍ଥୀମାନେ ୨୫ ହଜାର ଟଙ୍କା ଲେଖାଏଁ ଜମା ଦେବାକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe