Advertisment

ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

Advertisment

କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

congress

ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏସବୁ ପର୍ଯ୍ୟବେକ୍ଷକମାନଙ୍କ ନାମକୁ ମଂଜୁରୀ ଦେଇଛନ୍ତି । 

ଓଡ଼ିଶା ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏହି ତାଲିକାରେ ଏନ.ରଘୁବୀର ରେଡ୍ଡୀ, ଜିସି ଚନ୍ଦ୍ରଶେଖର, ଇ.ତୁକାରାମ, ଡିନ କୁରିଆକୋସେ, ଶ୍ରେୟାସ ପଟେଲ,  ଶୋଭା ତାଇ ବଚୋବ, ଡି.କେ. ସୁରେଶ, ସେ.ଏ. ସମ୍ପତ କୁମାର, ଡା. ଶ୍ରୀବେଲ୍ଲା ପ୍ରସାଦ, ଚେତନ ଚୌହାଣ, ଗୋପୀନାଥ ପାଲାନିୟାପ୍ପନ, ମଣିଜ ଚୌହାଣ, ଗଣେଶ ୟାଦବ, ଜେ.ଡି. ସୀଲମ, ଶାଇକ ମସ୍ତାନ ୱାଲି, ଶୋଭା ଓଜା, ମହେଶ ଶର୍ମା, ଚରଣ ସିଂହ ସାପ୍ରା, ମମତା ଭୁପେଶ, ରିଜୱାନ ଅର୍ସଦ, ପରମେଶ୍ବର ନାୟକ, ସି.ଡି. ମେୟାପ୍ପନ, ସଚିନ ନାୟକ, ସଞ୍ଜୟ କପୂର,ଜେଟ୍ଟି କୁସୁମ କୁମାର, ରମଲାଲ ଜାଟ,ବିମଲ ଶାହ , ଏମ.ଲିଜୁ, ଚାରୁଲତା ଟୋକାସ, ହସନ ମୌଲାନା, ଅମିତ ସିହଙ୍ଗ, ରାଘବେନ୍ଦ୍ର ସିଂ, ନୀତିନ କୁମ୍ବାଲକର, ଇନ୍ଦ୍ରରାଜ ଗୁର୍ଜର ଓ ଡ. ପଲକ ବର୍ମା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe