ମୁମ୍ବାଇ ବିମାନ ବନ୍ଦରରେ ବର୍ତ୍ତିଲା ଏୟାର୍ ଇଣ୍ଡିଆ ବିମାନ: ଅବତରଣ ବେଳେ ଅଘଟଣ, ୩ ଟାୟାର ଫାଟିଲା

Advertisment

ସୋମବାର ସକାଳେ ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ଏୟାର୍ ଇଣ୍ଡିଆର ଏକ ବିମାନ ରନ୍‌ୱେରୁ ଖସିଯାଇଥିଲା। ଏ-୩୨୦ ବିମାନଟି ମୁଖ୍ୟ ରନ୍‌ୱେରୁ ଖସିଯାଇ ଅନ୍ୟଦିଗକୁ ଚାଲି ଯାଇଥିଲା ଏବଂ ତା’ପରେ ଟ୍ୟାକ୍ସିୱେରେ ଅଟକିଥିଲା।

sfsfsxxc

ମୁମ୍ବାଇ: ସୋମବାର ସକାଳେ ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ଏୟାର୍ ଇଣ୍ଡିଆର ଏକ ବିମାନ ରନ୍‌ୱେରୁ ଖସିଯାଇଥିଲା। ଏ-୩୨୦ ବିମାନଟି ମୁଖ୍ୟ ରନ୍‌ୱେରୁ ଖସିଯାଇ ଅନ୍ୟଦିଗକୁ ଚାଲି ଯାଇଥିଲା ଏବଂ ତା’ପରେ ଟ୍ୟାକ୍ସିୱେରେ ଅଟକିଥିଲା।

ଇଞ୍ଜିନ୍‌ କ୍ଷତିଗ୍ରସ୍ତ, ସବୁ ଯାତ୍ରୀ-କର୍ମଚାରୀ ସୁରକ୍ଷିତ

ଏହି ଦୁର୍ଘଟଣାରେ ବିମାନର ୩ଟି ଟାୟାର ଫାଟିବା ଓ ମୁଖ୍ୟ ରନ୍‌ୱେ କ୍ଷତିଗ୍ରସ୍ତ ହେବା ସହ ଇଞ୍ଜିନ୍‌ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ଓ ବିମାନର କର୍ମଚାରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe