ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ମଙ୍ଗଳବାର ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପରେ ଅଖିଳେଶ ସଂଗମ ସ୍ଥିତ ହନୁମାନଜୀଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଆଖଡ଼ା ପରିଦର୍ଶନ କରିଥିଲେ।
ମହାକୁମ୍ଭରେ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ
Advertisment
Follow Us