କୃଷକ ଆନ୍ଦୋଳନରେ ଯୋଗଦେଲେ ଅକ୍ଷୟ କୁମାର

Advertisment
ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଦେବାକୁ ନବ ନିର୍ମାଣ କୃଷକ ସଂଗଠନର ଦାବି, ୮ରେ ଭୁବନେଶ୍ବରରେ ପ୍ରତିବାଦ

Tathya

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଆଜି ଓଡ଼ିଶାର ପ୍ରମୁଖ କୃଷକ ନେତା ତଥା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାର ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି।

ଆନ୍ଦୋଳନସ୍ଥଳରେ ଅକ୍ଷୟ କୁମାର ଓ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ସରକାର କୃଷି ଓ କୃଷକ ବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଏଥିସହିତ, ଆନ୍ଦୋଳନର ରୂପରେଖ ଓ ରଣନୀତି ସମ୍ପର୍କରେ ପଞ୍ଜାବ, ହରିୟାନା, ରାଜସ୍ଥାନ ଓ ଉତ୍ତରପ୍ରଦେଶର କୃଷକ ନେତାଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe