ଚେନ୍ନାଇ: ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳରେ ଏବେ କ୍ଷମତା ଲଢ଼େଇ ଚାଲିଛି। ଏମ୍କେ ଷ୍ଟାଲିନ୍ ଦଳର ଅଧ୍ୟକ୍ଷ ହେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବହିଷ୍କୃତ ଡିଏମ୍କେ ନେତା ତଥା ଭାଇ ଏମ୍କେ ଆଲାଗିରି ବି କ୍ଷମତାକୁ ଆସିବାକୁ ଚାହୁଛନ୍ତି। ତେଣୁ ଡିଏମ୍କେରେ ଯୋଗଦେବାକୁ ସେ ଦାବି କରିଛନ୍ତି। ଦଳରେ ସାମିଲ୍ କରାନଗଲେ, ଷ୍ଟାଲିନ୍ ଭୟଙ୍କର ଫଳାଫଳ ଭୋଗିବେ ବୋଲି ଆଲାଗିରି ଧମକ ଦେଇଛନ୍ତି।
ଷ୍ଟାଲିନ୍ଙ୍କୁ ଆଲାଗିରିଙ୍କ ଧମକ :ଡିଏମ୍କେରେ ନ ମିଶାଇଲେ ପରିଣାମ ଭୋଗିବ
Advertisment
Follow Us