ଆତ୍ମହତ୍ୟାର ଲାଇଭ୍‌ ଦେଖାଇଲେ

Advertisment
ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ: ଗୁରୁଗ୍ରାମରେ ଜଣେ ୨୮ ବର୍ଷୀୟ ଯୁବକ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଫେସ୍‌ବୁକ୍‌ରେ ସେ ନିଜ ଅନ୍ତିମ ସମୟର କିଛି ମୁହୂର୍ତ୍ତ ପୋଷ୍ଟ କରିଛନ୍ତି। ପଟୌଦି ନିକଟବର୍ତ୍ତୀ କେଲି ମଣ୍ଡିର ବାସିଦା ଅମିତ୍‌ ଚୌହାନ୍‌ ଓ ପତ୍ନୀ ପ୍ରୀତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe