ଅମରିନ୍ଦରଙ୍କ ଦଳକୁ ମିଳିଲା ହକି ଷ୍ଟିକ ଓ ବଲ୍‌ ଚିହ୍ନ

Advertisment
ଅମରିନ୍ଦରଙ୍କ ଦଳକୁ ମିଳିଲା ହକି ଷ୍ଟିକ ଓ ବଲ୍‌ ଚିହ୍ନ

India Ahead

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଦ୍ବାରା ନୂଆକରି ଗଠିତ ପଞ୍ଜାବ ଲୋକ କଂଗ୍ରେସ ଦଳକୁ ନିର୍ବାଚନ କମିସନ ହକି ଷ୍ଟିକ୍ ଓ ବଲ୍ ଚିହ୍ନ ପ୍ରଦାନ କରିଛନ୍ତି। ଦଳପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏଥିସହିତ ବର୍ତ୍ତମାନ ଦଳପାଇଁ କେବଳ ସ୍କୋର କରିବା ବାକି ରହିଲା ବୋଲି କୁହାଯାଇଛି। ଭାରତର ଜାତୀୟ ‌ଖେଳ ହକି ହୋଇଥିବାବେଳେ ଭାରତୀୟ ଦଳରେ ପଞ୍ଜାବର ଅନେକ ଖେଳାଳି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe