ଆମେରିକା ରିପୋର୍ଟ: ଭାରତରେ ୨୦୨୨ରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି

Advertisment

ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ଆମେରିକା ରିପୋର୍ଟ: ଭାରତରେ ୨୦୨୨ରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି

Deccan Herald

ନୂଆଦିଲ୍ଲୀ: ଆମେରିକାରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ଅନେକ ଉଲ୍ଲେଖନୀୟ ମାନବାଧିକାର ଉଲ୍ଲଂଘନ ଘଟଣା ଘଟିଛି। ସେଥି ମଧ୍ୟରେ ବେଆଇନ ହତ୍ୟା, ପ୍ରେସ୍ ସ୍ବାଧୀନତା ହନନ, ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଆଦି ଘଟଣା ରହିଛି। ତେବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଦ୍ବାରା ଉନ୍ମୋଚିତ ବାର୍ଷିକ ରିପୋର୍ଟକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତ ଏକ ସୁବ୍ୟବସ୍ଥିତ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ସମସ୍ତଙ୍କ ଅଧିକାରକୁ ଏଠାରେ ସୁରକ୍ଷା ଦିଆଯାଉଛି ବୋଲି ଭାରତ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe